ଫାଇଲେରିଆ ନିରାକରଣରେ ସରକାର ବିଫଳ : ଏମ୍‌ଡିଏରେ ସାମିଲ ହେଲା ଆଉ ୭ ଜିଲ୍ଲା

ଫେବୃଆରୀରେ ଲୋକଙ୍କୁ ଦିଆଯିବ ବଟିକା ଭୁବନେଶ୍ୱର : ରାଜ୍ୟରେ ଫାଇଲେରିଆ ସ୍ଥିତି ବିଗିଡ଼ି ଗଲାଣି। ଫାଇଲେରିଆ ନିରାକରଣ ଲକ୍ଷ୍ୟ ହାସଲ କରିବାରେ ସରକାର ବିଫଳ ହୋଇଛନ୍ତି। କେବଳ ସେତିକି ନୁହେଁ, ଏକାଧିକ ଜିଲ୍ଲା ଫାଇଲେରିଆ ତାଲିକାରେ ଯୋଡ଼ି ହୋଇ ଗଲାଣି। ଏପରିକି ଫାଇଲେରିଆ ଜିଲ୍ଲାୱାରୀ ଯେଉଁ ତାଲିକା ପ୍ରକାଶ ପାଉଛି ତାହା ମଧ୍ୟ ସନ୍ଦେହ ଘେରରେ। ଏଭଳି ପରିସ୍ଥିତିରେ ଏହି ରୋଗର ନିରାକରଣ ପାଇଁ ନିଆଯାଉଥିବା ପଦକ୍ଷେପକୁ ନେଇ ସନ୍ଦେହ … Continue reading ଫାଇଲେରିଆ ନିରାକରଣରେ ସରକାର ବିଫଳ : ଏମ୍‌ଡିଏରେ ସାମିଲ ହେଲା ଆଉ ୭ ଜିଲ୍ଲା